‘ବ୍ଲାକସ୍ପଟ୍’ ହଂସପାଳ ଛକରେ ଆଣ୍ଠେଇଛି ଫ୍ଲାଏଓଭର କାମ

ଭୁବନେଶ୍ବର : ଜାତୀୟ ରାଜପଥର ହଂସପାଳ ଛକରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲା। ଏକାଧିକ ମୁଣ୍ଡ ଗଡ଼ିବା ପରେ ଏଠାରେ ଅଣ୍ଡରପାସ୍‌ ବଦଳରେ ଫ୍ଲାଇଓଭର୍ ନିର୍ମାଣ ପାଇଁ ଦାବି ଜୋର୍ ଧରିଥିଲା। ଉତ୍ତର ଭୁବନେଶ୍ବର ପରିଷଦର ଦୀର୍ଘ ଦିନର ସଂଘର୍ଷ ସାଙ୍ଗକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମ ଯୋଗୁଁ ହଂସପାଳରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଫ୍ଲାଏଓଭର୍ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାୟ ୨୪କୋଟି ଟଙ୍କା … Continue reading ‘ବ୍ଲାକସ୍ପଟ୍’ ହଂସପାଳ ଛକରେ ଆଣ୍ଠେଇଛି ଫ୍ଲାଏଓଭର କାମ